ଇନର୍ ଇଞ୍ଜିନିୟରିଙ୍ଗ୍: ଆନନ୍ଦମୟ ଜୀବନର ସୂତ୍ର, ଓଡ଼ିଆ ସଂସ୍କରଣ (Inner Engineering: A Yogi’s Guide to Joy, Odia Edition)

Special Price ₹ 168 Regular Price ₹ 240
ଆନନ୍ଦକୁ ଆପଣଙ୍କର ଚିର ସହଚର କରାଇବା ହିଁ ଏ ପୁସ୍ତକର ଉଦ୍ଦେଶ୍ୟ। ଏହାକୁ ବାସ୍ତବତାରେ ପରିଣତ କରାଇବା ପାଇଁ ଏହି ପୁସ୍ତକ ଆପଣଙ୍କୁ କୌଣସି ଉପଦେଶ ନୁହେଁ, ଅଥଚ ଏକ ବିଜ୍ଞାନ ପ୍ରଦାନ କରିଥାଏ; କୌଣସି ଶିକ୍ଷା ନୁହେଁ; ଅଥଚ ଏକ ପ୍ରକ୍ରିୟା ପ୍ରଦାନ କରିଥାଏ; କୌଣସି ନିୟମ ନୁହେଁ, ଅଥଚ ଏକ ମାର୍ଗ ପ୍ରଦାନ କରିଥାଏ
- +

Delivery Pincode

Shipping Note:
  • Free Shipping on all orders of Rs 950 and above.
  • All orders shall be dispatched within 24 - 48 hours except on bank holidays
  • Delivery within India is usually completed within 2 - 9 working days depending on the location. However, deliveries may be slightly delayed due to COVID related restrictions prevailing across the country.

New York Times Bestseller, Inner Engineering - A Yogi's Guide to Joy, is now available in Odia.

Inner Engineering - A Yogi's Guide to Joy is a guide to self-empowerment that relies on the teaching and principles of classical yoga to help readers create an enduring foundation for inner stability and peace. For the first time, Sadhguru presents readers with a path to achieving absolute well-being through the classical science of yoga in a practical, accessible book. It is a means to create inner situations exactly the way you want them, turning you into the architect of your own joy.

In this transformative book, Sadhguru tells the story of his own awakening, from a boy with an affinity for the natural world, to a young daredevil who crossed the Indian continent on his motorcycle. He relates the moment of his enlightenment on a mountaintop in southern India, from which he emerged radically changed. Today, as the founder of Isha, he lights the path for millions. The wisdom distilled in this accessible, profound, and engaging book offers readers the opportunity to achieve nothing less than a life of joy.

Over 3 Lac copies sold.

Why Do We Need Inner Engineering Book? Watch Video

ନ୍ୟୁୟର୍କ ଟାଇମ୍ସ ବେଷ୍ଟ ସେଲର, ଇନର୍ ଇଞ୍ଜିନିୟରିଙ୍ଗ୍ - ଆନନ୍ଦମୟ ଜୀବନର ସୂତ୍ର, ଏବେ ଓଡ଼ିଆ ଭାଷାରେ ମଧ୍ୟ ଉପଲବ୍ଧ ।

ଇନର୍ ଇଞ୍ଜିନିୟରିଙ୍ଗ୍: ଆନନ୍ଦମୟ ଜୀବନର ସୂତ୍ର, ଆତ୍ମ-ସଶକ୍ତିକରଣ ନିମନ୍ତେ ଏପରି ମାର୍ଗଦର୍ଶିକାଟିଏ ଯାହାକି ପାରମ୍ପରିକ ଯୋଗଶାସ୍ତ୍ରର ଶିକ୍ଷା ଓ ସିଦ୍ଧାନ୍ତ ଉପରେ ଆଧାରିତ ଏବଂ ଏହା ପାଠକଙ୍କୁ ଅନ୍ତର ସ୍ଥିରତା ଓ ଶାନ୍ତି ପ୍ରାପ୍ତି ପାଇଁ ଏକ ସ୍ଥାୟୀ ଆଧାର ପ୍ରସ୍ତୁତ କରିବାରେ ସହାୟତା କରିଥାଏ ।

ପ୍ରଥମ ଥର ପାଇଁ, ସଦ୍ଗୁରୁ ପାଠକମାନଙ୍କ ଲାଗି ପାରମ୍ପରିକ ଯୋଗ ବିଜ୍ଞାନ ସହାୟତାରେ ପୂର୍ଣ୍ଣ ସୁଖସମୃଦ୍ଧିର ପଥ, ଏକ ବ୍ୟବହାରିକ ସହଜସାଧ୍ୟ ପୁସ୍ତକ ମାଧ୍ୟମରେ ଉନ୍ମୋଚନ କରିଛନ୍ତି ।

ଆପଣ ଯେମିତି ଇଚ୍ଛା କରନ୍ତି, ଠିକ ସେହିଭଳି ଅନ୍ତରସ୍ଥ ସ୍ଥିତି ସୃଷ୍ଟି କରିବା ପାଇଁ ଏହା ଏକ ସାଧନ, ଯାହା ଆପଣଙ୍କୁ ନିଜ ଆନନ୍ଦ ପ୍ରାପ୍ତିର ବିନ୍ଧାଣି କରି ଗଢିତୋଳେ ।

ଏହି ରୂପାନ୍ତରଣକାରୀ ପୁସ୍ତକରେ, ପ୍ରକୃତିକୁ ଭଲ ପାଉଥିବା ଏକ ଛୋଟ ବାଳକ ଠାରୁ ମୋଟର ସାଇକେଲରେ ସମଗ୍ର ଭାରତୀୟ ଉପମହାଦ୍ୱୀପ ବୁଲିଆସିଥିବା ଜଣେ ଅତି ସାହାସୀ ଯୁବକ ଯାଏଁ, ତାଙ୍କ ଆତ୍ମଜାଗୃତିର ଜୀବନ ଯାତ୍ରା ସମ୍ବନ୍ଧରେ ସଦ୍ଗୁରୁ ଏଠାରେ ବର୍ଣ୍ଣନା କରିଛନ୍ତି ।

ଏକ ଦକ୍ଷିଣ ଭାରତର ପର୍ବତ ଶିଖରରେ ତାଙ୍କର ଆତ୍ମଜ୍ଞାନ ପ୍ରାପ୍ତିର ସେହିମୁହୂର୍ତ୍ତ ଯାହା ପରେ ତାଙ୍କର ଆମୂଳ ପରିବର୍ତ୍ତନ ହୋଇଯାଇଥିଲା ତା ବିଷୟରେ ସେ ଏଥିରେ ଉଲ୍ଲେଖ କରିଛନ୍ତି । ଆଜି, ଈଶା ଫାଉଣ୍ଡେସନର ପ୍ରତିଷ୍ଠାତା ଭାବେ, ସେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନର ପଥକୁ ଆଲୋକିତ କରୁଛନ୍ତି ।

ଏହି ବୋଧଗମ୍ୟ, ଗଭୀର ଜ୍ଞାନ ବର୍ଦ୍ଧକ ଏବଂ ପାଠକଙ୍କୁ ବାନ୍ଧି ରଖିପାରୁଥିବା ଆକର୍ଷଣୀୟ ପୁସ୍ତକଟିର ଅମିଶ୍ରିତ ବିଶୁଦ୍ଧ ପ୍ରଜ୍ଞା ପାଠକମାନଙ୍କୁ ଆନନ୍ଦମୟ ଜୀବନ ପ୍ରାପ୍ତିର ଏକ ସୁବର୍ଣ୍ଣ ସୁଯୋଗ ଉପଲବ୍ଧ କରାଇଥାଏ ।

ପ୍ରାୟ ତିନି ଲକ୍ଷରୁ ଉର୍ଦ୍ଧ୍ବ ବହି ବିକ୍ରି ହୋଇସାରିଛି ।
ଆମ ପାଇଁ ଇନର୍ ଇଞ୍ଜିନିୟରିଙ୍ଗ୍ ପୁସ୍ତକଟି କ'ଣ ପାଇଁ ଆବଶ୍ୟକ? ଏହି ଭିଡ଼ିଓଟିକୁ ଦେଖନ୍ତୁ

More Information
  • Buy any book and get Free Shipping at Rs 499/-
  • EMI available on orders above Rs 3,000 on select credit cards
  • We accept Credit or Debit Cards, Net Banking, Mobile Wallets, and UPI. All International and Indian cards are accepted.
  • View our Return and Refund Policy
Ratings & Reviews
You'll be the first to review this. Give it a go!

Always be the first to know!

Subscribe for latest updates and news straight in your inbox

sahre
© 2019 - 2021 Isha Life Pvt. Ltd. All Rights Reserved.